Jump to content

ଢମା

ଉଇକିଅଭିଧାନ‌ରୁ

ଢମା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାମକ= ପରିମାଣ ବିଶେଷ)

[ସମ୍ପାଦନା]

ଗୋରୁଙ୍କୁ କୁଣ୍ଡା— ପାଣି ଖୁଆଇବା ନିମନ୍ତେ ବ୍ୟବହୃତ ଭିତର ପାଖେ ତଳେଇ ଛୁଆଣି ହୋଇଥିବା ବାଉଁଶ ଟୋକେଇ — Manger; scuttle;an impervious bamboo backet or troagh used for feeding cattle with liquid food.

ବିଶେଷଣ -

[ସମ୍ପାଦନା]
୧. ଢମ ପ୍ରିୟ —୧. Boastful; showy.
୨. ଗର୍ବୀ —୨. Proud; haughty.


୩. ବଡ଼ —୩. Big.