ଢମା
Appearance
ଢମା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାମକ= ପରିମାଣ ବିଶେଷ)
[ସମ୍ପାଦନା]ଗୋରୁଙ୍କୁ କୁଣ୍ଡା— ପାଣି ଖୁଆଇବା ନିମନ୍ତେ ବ୍ୟବହୃତ ଭିତର ପାଖେ ତଳେଇ ଛୁଆଣି ହୋଇଥିବା ବାଉଁଶ ଟୋକେଇ — Manger; scuttle;an impervious bamboo backet or troagh used for feeding cattle with liquid food.
ବିଶେଷଣ -
[ସମ୍ପାଦନା]- ୧. ଢମ ପ୍ରିୟ —୧. Boastful; showy.
- ୨. ଗର୍ବୀ —୨. Proud; haughty.
- ୩. ବଡ଼ —୩. Big.