Jump to content

ଢୁକ

ଉଇକିଅଭିଧାନ‌ରୁ

ଢୁକ

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ସଂସ୍କୃତ - ଢୈକ ଧାତୁ= ଗତି; ବା ସ୍ତୋକ)

[ସମ୍ପାଦନା]

ଢୋକ; ଥରକେ ମନୁଷ୍ୟ ଯେତେ ମନୁଷ୍ୟ ଯେତେ ପାଣି ଗଳାଧଃକରଣ କରି ପାରେ —A gulp (of water).

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

(ଜଶାଦିର) ଗଣ୍ଡୂଷ — A sip (of water.)