Jump to content

ଢିଙ୍କିଶାଳ

ଉଇକିଅଭିଧାନ‌ରୁ

ଢିଙ୍କିଶାଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ଘରେ ଢିଙ୍କି ପଡ଼ି ଥାଏ — The room set apart for the 'Ḍheṅki'.

[ ଦ୍ର—ଢିଙ୍କି ଯେଉଁ ଘରେ ଢିଙ୍କି ଭରାଣ୍ଡି ଗୋଟିଏ ଖୋଳାଯିବା ଓ ଖୁଣ୍ଟି ଦୁଇଟି ପୋତାଯିବା ଦରକାର ଥିବାରୁ ସେଥିପାଇଁ ଖାସ୍ ଗୋଟିଏ ଘର ବା ଚାଳି ସ୍ୱତନ୍ତ୍ର ରଖାଯାଏ ଓ ସେହି ଘରେ ଢିଙ୍କି ରହେ

ଢିଙ୍କିଶାଳରେ ଢେଙ୍କାନାଳ ଚିନ୍ତା ନ୍ୟାୟ— ଢିଙ୍କିଶାଳରେ କୁଟୁତୁଣୀ ଓ ଧାନ ଆଦି କୁଟୁଥିବା ବ୍ୟକ୍ତି— ମାନେ ଆପଣର ପାରିବାରିକ, ସାମାଜିକ ବା ଗ୍ରାମୀୟ ବିଷୟର ଚର୍ଚ୍ଚା କରି ଥାଆନ୍ତି ଢିଙ୍କିଶାଳରେ ଢେଙ୍କାନାଳରେ ଥିବା ବ୍ୟକ୍ତିମାନଙ୍କ ମୁହଁରେ ବହୁ ଦୂରଦେଶର ବିଷୟ ବା ରାଜ୍ୟଶାସନ ବିଷୟକ ଚର୍ଚ୍ଚା ଅନଧିକାରଚର୍ଚ୍ଚା ମାତ୍ର କୌଣସି ଅନଧିକାର ବା ଅପ୍ରାସିଙ୍ଗକ ଚର୍ଚ୍ଚା କରିବା ବ୍ୟକ୍ତି ପ୍ରତି ଢିଙ୍କିଶାଳରେ ଢେଙ୍କାନାଳର ଚିନ୍ତା ପଡ଼ିଛି' ଏହି ବ୍ୟଙ୍ଗୋକ୍ତି ପ୍ରୟୋଗ କରାଯାଏ, ଅର୍ଥାତ୍ ଢିଙ୍କିଶାଳର କଥା ଚର୍ଚ୍ଚା ନ କରି ଢେଙ୍କାନାଳର ଚର୍ଚ୍ଚା କରୁଛି ]