ବ୍ୟୋମକେଶ ତ୍ରିପାଠୀ
ଦେଖଣା
ବ୍ୟୋମକେଶ ତ୍ରିପାଠୀ | |
---|---|
ଜନ୍ମ |
| ୧୯ ଜାନୁଆରୀ ୧୯୨୯
ମୃତ୍ୟୁ | ୧୦ ମଇ ୧୯୯୭ | (ବୟସ ୬୮)
ମୃତ୍ୟୁର କାରଣ | ହୃଦଘାତ |
ଶିକ୍ଷା | ସ୍ନାତକ (ବିଜ୍ଞାନ) |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, କଲିକତା ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ |
ପିତାମାତା | ଗୋବିନ୍ଦ ତ୍ରିପାଠୀ, ସତୀ ଦେବୀ |
ପୁରସ୍କାର | ଜୟଦେବ ପୁରସ୍କାର, ୧୯୯୩ |
ବ୍ୟୋମକେଶ ତ୍ରିପାଠୀ (୧୯ ଜାନୁଆରୀ ୧୯୨୯ - ୧୦ ମଇ ୧୯୯୭), ଜଣେ ଓଡ଼ିଆ ନାଟ୍ୟକାର[୨], ଅଭିନେତା[୩] ଓ ନିର୍ଦ୍ଦେଶକ ଥିଲେ । ସେ ପ୍ରାୟ ୭୧ଟି ନାଟକରେ ନିର୍ଦ୍ଦେଶକ ଅବା ଅଭିନେତା ଭାବେ କାମ କରିଥିଲେ । ସେ ଅନ୍ନପୂର୍ଣ୍ଣା ଥିଏଟର ସହ ଜଡ଼ିତ ରହିଥିଲେ । ନାଟକ ବ୍ୟତୀତ, ସେ ପ୍ରାୟ ୨୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।[୪]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ବ୍ୟୋମକେଶ, ୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ସାହିତ୍ୟିକ ଗୋବିନ୍ଦ ତ୍ରିପାଠୀ । ମାତାଙ୍କ ନାମ ଥିଲା ସତୀ ଦେବୀ । ୧୯୫୮ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଶିକ୍ଷା ସମାପ୍ତ କରି, ନାଟକ ଶିକ୍ଷା ପାଇଁ ଏସିଆନ ଥିଏଟର ଇନଷ୍ଟିଚ୍ୟୁଟରେ ଯୋଗ ଦେଇଥିଲେ । ଏହି ଅନୁଷ୍ଠାନ ପରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ନାମରେ ନାମିତ ହୋଇଥିଲା ।
ରଚିତ ନାଟକ
[ସମ୍ପାଦନା]ସେ ୧୩ଟି ମୌଳିକ ରଚନା ସହ ୩ଟି ନାଟକର ଅନୁବାଦ କରିଥିଲେ ।[୫]
- ଏକ-ଦୁଇ-ତିନ
- ରାଜମୁକୁଟ
- କଂସାକବାଟ
- ସିଂହଦ୍ୱାର
- ଜାଗରଣ
- ତୋଳାକନିଆ
- ଅଖଣ୍ଡଜ୍ୟୋତି
- ସୁନାଫରୁଆ
- ମାଟିର ସ୍ୱର୍ଗ
- ହେମହରିଣୀ
- ଗୋପନ କଥା
- ସତୀ ପରୀକ୍ଷା
- ଶ୍ରୀକୃଷ୍ଣଲୀଳା
- ରାଜା ଅଡିପସ (ଅନୁବାଦ ନାଟକ)
- ଆଣ୍ଟିଗୋନି (ଅନୁବାଦ ନାଟକ)
- ମୁଦ୍ରା ରାକ୍ଷସ (ଅନୁବାଦ ନାଟକ)
ଅଭିନୀତ କଥାଚିତ୍ର
[ସମ୍ପାଦନା]ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଜୟଦେବ ପୁରସ୍କାର, ୧୯୯୩ [୭]
- କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ତରଫରୁ ସମ୍ମାନୀତ - ୧୯୭୮
ଆଧାର
[ସମ୍ପାଦନା]- ↑ Amaresh Datta (1988). Encyclopaedia of Indian Literature: devraj to jyoti. Sahitya Akademi. pp. 1093–. ISBN 978-81-260-1194-0.
- ↑ Contemporary Indian Literature. S.L. Shastry. 1972.
- ↑ Natya: Theatre Arts Journal. Bharatiya Natya Sangh. 1966.
- ↑ http://www.financialexpress.com/old/ie/daily/19970511/13150573.html
- ↑ "Legendry Byomakesh Tripathy's sixteen plays in five volumes released". India Whispers. Retrieved 11 August 2020.
- ↑ "ସେଦିନ ଏଦିନ". ନିତିଦିନ ନଜର ୨୫ ଅପ୍ରେଲ ୨୦୨୧ (ନଜର ୨୫ ଅପ୍ରେଲ ୨୦୨୧). 3 May 2021. Archived from the original on 3 May 2021. Retrieved 3 May 2021.
- ↑ http://orissa.gov.in/e-magazine/orissaannualreference/ORA-2011/pdf/114.pdf
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବ୍ୟୋମକେଶ ତ୍ରିପାଠୀ
- ବ୍ୟୋମକେଶ ତ୍ରିପାଠୀ (ଓଡ଼ିଶାଲାଇଭ୍)