Jump to content

ବ୍ୟବହାରକାରୀଙ୍କ ଆଲୋଚନା:Soumendrak

Page contents not supported in other languages.

ଏ ଫଳକ ବାବଦରେ

Oirattas (ଆଲୋଚନାଅବଦାନ)
"Translation request"ଙ୍କୁ ଉତ୍ତର

ଇଣ୍ଡିକ ମିଡ଼ିଆ ଉଇକି ଡେଭେଲପର୍ସ ୟୁଜର ଗୃପ - ଟେକନିକାଲ କନ୍ସଲ୍ଟେସନ ୨୦୨୪

1
MediaWiki message delivery (ଆଲୋଚନାଅବଦାନ)

ଆଦରର ଓଡିଆ ଉଇକିଆଳି,

ଇଣ୍ଡିକ୍ ମିଡିଆ ୱିକି ଡେଭଲପର୍ସ ୟୁଜର୍ ଗ୍ରୁପ୍, ଉଇକିମିଡିଆ ପ୍ରୋଜେକ୍ଟରେ ସହଯୋଗ କରୁଥିବାବେଳେ ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ସମ୍ପ୍ରଦାୟର ସଦସ୍ୟଙ୍କ ଆବଶ୍ୟକତା ବୁଝିବା ପାଇଁ ଏକ ସମ୍ପ୍ରଦାୟର ବୈଷୟିକ ପରାମର୍ଶ ପ୍ରକ୍ରିୟାକୁ ପରିଚାଳନା କରୁଛି । ଏହାର ଲକ୍ଷ୍ୟ ହେଉଛି ଭାରତୀୟ ଭାଷାର ଉଇକି ସମ୍ପ୍ରଦାୟଗୁଡିକରେ ଥିବା ଅସୁବିଧା / ଚ୍ୟାଲେଞ୍ଜଗୁଡ଼ିକୁ ଭଲ ଭାବରେ ଜାଣିବା , ସାଧାରଣ ସମସ୍ୟାଗୁଡିକ ବୁଝିବା ଏବଂ ଭବିଷ୍ୟତର ଟେକନିକାଲ ବିକାଶ କାର୍ଯ୍ୟକଳାପକୁ ଶୃଙ୍ଖଳିତ କରିବା ।

ଏଥିପାଇଁ ପ୍ରଥମ ପଦକ୍ଷେପ ହେଉଛି ଏକ ସର୍ବେକ୍ଷଣ ଯେଉଁଠାରେ ଆପଣଙ୍କର ସାଧାରଣ ସମସ୍ୟା, ଧାରଣା ଇତ୍ୟାଦି ରିପୋର୍ଟ କରିବେ । ଦୟାକରି ଏହି ଲିଙ୍କରେ ସର୍ଭେ ପୁରଣ କରନ୍ତୁ (ନିଜ ପସନ୍ଦର ଭାଷାରେ) https://docs.google.com/forms/d/e/1FAIpQLSfvVFtXWzSEL4YlUlxwIQm2s42Tcu1A9a_4uXWi2Q5jUpFZzw/viewform?usp=sf_link

ସର୍ଭେ ପୁରା କରିବାର ଶେଷ ତାରିଖ ହେଉଛି ୨୧ ସେପ୍ଟେମ୍ବର୨୦୨୪ ।

ଏହି କାମ ବିଷୟରେ ଅଧିକ ପଢିବାକୁ , ଏହି ପୃଷ୍ଠା ଦେଖନ୍ତୁ : https://w.wiki/AV78

ଉପରୋକ୍ତ ଲିଙ୍କରେ {ଆପଣଙ୍କ ଭାଷା} ରେ ପଢିବା ପାଇଁ ସର୍ଭେ ଉପଲବ୍ଧ ଅଛି ।

ଯଦି ଆପଣ ଏକାଧିକ ପ୍ରସଙ୍ଗ କିମ୍ବା ଧାରଣା ରିପୋର୍ଟ କରିବାକୁ ଚାହାଁନ୍ତି ତେବେ ଆପଣ ଏକାଧିକ ଥର ସର୍ଭେ ପୂରଣ କରିପାରିବେ ।


ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ!

ଶୁଭେଚ୍ଛା ସହ, MediaWiki message delivery (ମୋ ଆଲୋଚନା) ୧୯:୦୬, ୯ ସେପ୍ଟେମ୍ବର ୨୦୨୪ (IST) ଇଣ୍ଡିକ୍ ମିଡିଆ ଉଇକି ଡେଭଲପର୍ସଙ୍କ ତରଫରୁ

"ଇଣ୍ଡିକ ମିଡ଼ିଆ ଉଇକି ଡେଭେଲପର୍ସ ୟୁଜର ଗୃପ - ଟେକନିକାଲ କନ୍ସଲ୍ଟେସନ ୨୦୨୪"ଙ୍କୁ ଉତ୍ତର
Ssgapu22 (ଆଲୋଚନାଅବଦାନ)

ପରମ ବରୀ ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ

ପରମ ବୀର ଚକ୍ର ଗଣସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ
୧୫ ସେପ୍ଟେମ୍ବର - ୨୦ ସେପ୍ଟେମ୍ବର ୨୦୨୩ ଅଧିକ ଜାଣନ୍ତୁ!

ଆସନ୍ତା ୧୫ ସେପ୍ଟେମ୍ବରରୁ ଓଡ଼ିଆ ଉଇକପିଡ଼ିଆରେ ପରମ ବୀର ଚକ୍ର ଗଣସମ୍ପାଦନା ଆରମ୍ଭ ହେବାକୁ ଯାଉଛି । ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ ପରମ ବୀର ଚକ୍ରରେ ସମ୍ମାନିତ ୨୧ ଜଣ ସୈନିକମାନଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବ ।

ଏହି ଗଣ-ସମ୍ପାଦନାରେ ଆପଣଙ୍କର ସହଯୋଗ ଅତ୍ୟନ୍ତ କାମ୍ୟ । ସମୟ ବାହାର କରି ଏହି ଗଣ-ସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ ।

ଅଂଶଗ୍ରହଣ କରନ୍ତୁ ପ୍ରସଙ୍ଗ ତାଲିକା ଦେଖନ୍ତୁ ନିୟମାବଳୀ

ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)

"ପରମ ବରୀ ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ"ଙ୍କୁ ଉତ୍ତର

୨୦୨୩ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନାରେ ଯୋଗଦାନ ପାଇଁ ଧନ୍ୟବାଦ

2
Ssgapu22 (ଆଲୋଚନାଅବଦାନ)
ଆପଣଙ୍କ ପାଇଁ କିଛି ସେଉ ବୁନ୍ଦିଆ
ଭାରତୀୟ ସ୍ୱାଧୀନତା ଦିବସ ଗଣ-ସମ୍ପାଦନା, ୨୦୨୩ରେ ଆପଣଙ୍କର ଯୋଗଦାନ ପାଇଁ ଅଶେଷ ସାଧୁବାଦ । ଆପଣଙ୍କର ଏହି ଯୋଗଦାନ ଫଳରେ ଏହି ୩ ଦିନରେ ସ୍ୱାଧୀନତା ସଂଗ୍ରାମ ସ‌ହ ଜଡ଼ିତ ଘଟଣା ଅଥବା ବ୍ୟକ୍ତିବିଶେଷଙ୍କ ଉପରେ ୨୭ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି । ଏହି ଗଣ-ସମ୍ପାଦନାକୁ ସଫଳ କରିବା ଭଳି ଭବିଷ୍ୟତର ଗଣ-ସମ୍ପାଦନା ସବୁରେ ଆପଣଙ୍କର ଏମିତି ସହଯୋଗ କାମନା କରୁଛୁ । - ଗପୁ (ମୋ ଆଲୋଚନା) ୧୯:୪୮, ୧୭ ଅଗଷ୍ଟ ୨୦୨୩ (IST)
Soumendrak (ଆଲୋଚନାଅବଦାନ)

🇮🇳 ଧନ୍ୟବାଦ ଗପୁ ଭାଇ 🙏🏼

"୨୦୨୩ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନାରେ ଯୋଗଦାନ ପାଇଁ ଧନ୍ୟବାଦ"ଙ୍କୁ ଉତ୍ତର
Ssgapu22 (ଆଲୋଚନାଅବଦାନ)

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩ରେ ଭାଗ ନେବାକୁ ଅନୁରୋଧ

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୪ ଅଗଷ୍ଟ ୨୦୨୩ରୁ ୧୬ ଅଗଷ୍ଟ ୨୦୨୩ ଯାଏଁ ତିନିଦିନ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବ । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ ।
"ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୨୩ ନିମନ୍ତ୍ରଣ"ଙ୍କୁ ଉତ୍ତର

Invitation to Rejoin the [https://mdwiki.org/wiki/WikiProjectMed:Translation_task_force Healthcare Translation Task Force]

1
MediaWiki message delivery (ଆଲୋଚନାଅବଦାନ)
"Invitation to Rejoin the [https://mdwiki.org/wiki/WikiProjectMed:Translation_task_force Healthcare Translation Task Force]"ଙ୍କୁ ଉତ୍ତର
Ssgapu22 (ଆଲୋଚନାଅବଦାନ)

ରଥଯାତ୍ରା ଗଣ-ସମ୍ପାଦନା ୨୦୨୩ରେ ଭାଗ ନେଇଥିବାରୁ ଅଶେଷ ସାଧୁବାଦ

ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ତରଫରୁ ଧନ୍ୟବାଦ
୨୦୨୩ ମସିହାର ରଥଯାତ୍ରା ଠାରୁ ବାହୁଡ଼ା ଯାତ୍ରା ମଧ୍ୟରେ ଆୟୋଜିତ ହୋଇଥିବା ରଥଯାତ୍ରା ଗଣସମ୍ପାଦନାରେ ଆପଣଙ୍କର ଯୋଗଦାନ ପାଇଁ ଆପଣଙ୍କୁ ଅଶେଷ ସାଧୁବାଦ । ଆଗାମୀ ଦିନରେ ଆପଣଙ୍କର ଏହିଭଳି ଯୋଗାଦନ ଜାରି ରହିବ ବୋଲି ଆଶା । - ଗପୁ (ମୋ ଆଲୋଚନା) ୨୦:୨୯, ୧୧ ଅଗଷ୍ଟ ୨୦୨୩ (IST)
"ରଥଯାତ୍ରା ଗଣସମ୍ପାଦନା ୨୦୨୩ ସାଧୁବାଦ"ଙ୍କୁ ଉତ୍ତର
SZAIMI (ଆଲୋଚନାଅବଦାନ)
"Request"ଙ୍କୁ ଉତ୍ତର

WikiConference India 2023: Open Community Call and Extension of program and scholarship submissions deadline

1
MediaWiki message delivery (ଆଲୋଚନାଅବଦାନ)

Dear Wikimedian,

Thank you for supporting Wiki Conference India 2023. We are humbled by the number of applications we have received and hope to learn more about the work that you all have been doing to take the movement forward. In order to offer flexibility, we have recently extended our deadline for the Program and Scholarships submission- you can find all the details on our Meta Page.

COT is working hard to ensure we bring together a conference that is truly meaningful and impactful for our movement and one that brings us all together. With an intent to be inclusive and transparent in our process, we are committed to organizing community sessions at regular intervals for sharing updates and to offer an opportunity to the community for engagement and review. Following the same, we are hosting the first Open Community Call on the 3rd of December, 2022. We wish to use this space to discuss the progress and answer any questions, concerns or clarifications, about the conference and the Program/Scholarships.

Please add the following to your respective calendars and we look forward to seeing you on the call

Furthermore, we are pleased to share the email id of the conference contact@wikiconferenceindia.org which is where you could share any thoughts, inputs, suggestions, or questions and someone from the COT will reach out to you. Alternatively, leave us a message on the Conference talk page. Regards MediaWiki message delivery (ମୋ ଆଲୋଚନା) ୨୧:୫୧, ୨ ଡିସେମ୍ବର ୨୦୨୨ (IST)

On Behalf of, WCI 2023 Core organizing team.

Rschen7754 (ଆଲୋଚନାଅବଦାନ)

Hi, could you please review these deletion requests?