ଇଥାଇଲ ଇକୋସାପେଣ୍ଟେନୋଇକ ଏସିଡ
Clinical data | |
---|---|
Trade names | Vascepa, Vazkepa, others |
Synonyms | Eicosapentaenoic acid ethyl ester; Ethyl eicosapentaenoate; Eicosapent; EPA ethyl ester; E-EPA |
AHFS/Drugs.com | monograph |
MedlinePlus | a613024 |
data |
|
Routes of administration | By mouth |
Legal status | |
Legal status | |
Identifiers | |
| |
Chemical and physical data | |
Formula | C22H34O2 |
Molar mass | ୩୩୦.୫୧ g·mol−1 |
3D model (JSmol) | |
| |
|
ଇଥାଇଲ ଇକୋସାପେଣ୍ଟେନୋଇକ ଏସିଡ ( ଇ-ଇପିଏ ), ଯାହା ଆଇକୋସାପେଣ୍ଟ ଇଥାଇଲ ଭାବରେ ମଧ୍ୟ ଜଣାଶୁଣା, ଏକ ଔଷଧ ଯାହା ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଟ୍ରାଇଗ୍ଲାଇସେରାଇଡ ସ୍ରର ୫୦୦ମିଗ୍ରା/ଡେଲିରୁ ଅଧିକ ହୋଇଥିଲେ ଉପଯୁକ୍ତ ଖାଦ୍ୟ ଏବଂ ଷ୍ଟାଟିନ୍ ସହିତ ବ୍ୟବହୃତ ହୁଏ ବା ଅଧିକ ସଙ୍କଟ ଥିଲେ ୧୫୦ମିଗ୍ରା/ଡେଲି ଥିଲେ ଦିଆଯାଏ ।[୨] ଏହା ପାଟିରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ ଯନ୍ତ୍ରଣା, ଫୁଲା, କୋଷ୍ଠକାଠିନ୍ୟ, ଗାଉଟ ଏବଂ ଆଟ୍ରିଆଲ୍ ଫାଇବ୍ରିଲେସନ୍ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ ରକ୍ତସ୍ରାବ ହୋଇପାରେ ।[୨] ଏହା ମାଛ ତେଲର ଓମେଗା-୩ ଫ୍ୟାଟି ଏସିଡ୍ ଇକୋସାପେଣ୍ଟେଏନିକ୍ ଏସିଡରୁ (EPA) ତିଆରି । ଏହା କିପରି କାର୍ଯ୍ୟ କରେ ତାହା ସ୍ପଷ୍ଟ ନୁହେଁ। [୧]
୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଇଥାଇଲ ଇକୋସାପେଣ୍ଟେନୋଇକ ଏସିଡ ଅନୁମୋଦିତ ହୋଇଥିଲା [୩] [୧] ଏହାର ଏକ ଜେନେରିକ୍ ସଂସ୍କରଣକୁ ଅନୁମୋଦନ କରାଯାଇଛି ।[୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୮୪ ଡଲାର ଖର୍ଚ୍ଚ ହୋଇଥାଏ ।[୫] ୨୦୨୧ ସୁଦ୍ଧା ଏହା ବ୍ରିଟେନ କିମ୍ବା ୟୁରୋପରେ ବ୍ୟବସାୟିକ ଭାବରେ ଉପଲବ୍ଧ ନଥିଲା ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Vazkepa EPAR". European Medicines Agency (EMA). 25 January 2021. Archived from the original on 9 July 2021. Retrieved 7 July 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Vascepa- icosapent ethyl capsule". DailyMed. 23 December 2019. Archived from the original on 5 February 2021. Retrieved 15 January 2020.
- ↑ ୩.୦ ୩.୧ "Icosapent Ethyl Monograph for Professionals". Drugs.com (in ଇଂରାଜୀ). Archived from the original on 9 March 2021. Retrieved 25 November 2021.
- ↑ "Icosapent ethyl: FDA-Approved Drugs". U.S. Food and Drug Administration (FDA). Archived from the original on 19 October 2020. Retrieved 15 August 2020.
- ↑ "Icosapent Ethyl Prices, Coupons & Savings Tips - GoodRx". GoodRx. Retrieved 25 November 2021.
- ↑ "Icosapent ethyl". SPS - Specialist Pharmacy Service. 21 January 2016. Archived from the original on 11 December 2021. Retrieved 25 November 2021.