Jump to content

ନଅ

ଉଇକିଅଭିଧାନ‌ରୁ

ନଅ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂଖ୍ୟାବାଚକ) (ସଂସ୍କୃତ - ନବ)—ତିନିର ତ୍ରିଗୁଣିତ ସଂଖ୍ୟା; ୯; ନବ —୧. Nine; ୯.
୨. (ସଂସ୍କୃତ - ଲତା); ଶୁଭବାଚନ—ଲମ୍ୱ ଜନ୍ତୁ; ସାପ — ୨. (euphhemism) Serpent.

ବିଶେଷଣ -

[ସମ୍ପାଦନା]

ନବ ସଂଖ୍ୟକ —Numbering nine.