Jump to content

ପ୍ରାଣୀ

ଉଇକିଅଭିଧାନ‌ରୁ

ପ୍ରାଣୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - (ପ୍ରାଣ+ଅଛି ଅର୍ଥରେ ଇନ ବା ପ୍ର+ଅନ୍ ଧାତୁ= ବଞ୍ଚିବା+କର୍ତ୍ତୃ. ଇନ; ୧ମା. ୧ବ.)

[ସମ୍ପାଦନା]

ଚେତନ ; ପ୍ରାଣିବିଶିଷ୍ଟ; ଜୀବିତ — Living; sentient.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଜୀବ; ଜନ୍ତୁ — Animal; living being.

ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥ)

[ସମ୍ପାଦନା]

ବ୍ୟକ୍ତି; ଲୋକ — Person.

ତାଙ୍କ ଘରେ ସେ ତିନି ପ୍ରାଣୀ ଓପାସ କୁନ୍ତଳାକୁମାରୀ, ନଅଭୁଣ୍ଡୀ