Jump to content

ନାଲି

ଉଇକିଅଭିଧାନ‌ରୁ

ନାଲି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଲାଲ୍)

[ସମ୍ପାଦନା]
୧. ରକ୍ତବର୍ଣ୍ଣ —୧. Red colour.
୨. ଏକ ପ୍ରକାର ସୋରିଷ — ୨. Red mustard seed.
୩. ଶଗଡ଼ର ହାଲା —୩. The tire of a cart- <? ?>Wheel.

ଅନୁବାଦ

[ସମ୍ପାଦନା]

ବିଶେଷଣ -

[ସମ୍ପାଦନା]
୧. ରକ୍ତ ବର୍ଣ୍ଣ ବିଶିଷ୍ଟ —୧. Red coloured.
୨. ଆରକ୍ତ —୨. Reddish.

[ ଦ୍ର—ରକ୍ତ ବର୍ଣ୍ଣ ବିଶିଷ୍ଟ ବୃକ୍ଷ, ବସ୍ତୁ, ଜୀବ, ଫଳ ପୁଷ୍ପାଦି ପୂର୍ବରେ ନାଲି ବିଶେଷଣ ଯୁକ୍ତ କରାଯାଇ ଫଳ ପୁଷ୍ପାଦିର ପ୍ରକାର ଭେଦ ପ୍ରକାଶ କରାଯାଏ ଯଥା—ନାଲି ପିଆଜ, ନାଲି ଚିତା, ନାଲି ମୂଳା, ନାଲି ରଙ୍ଗଣୀ, ନାଲି ପୋଇ, ନାଲି କାଇଞ୍ଚ, ନାଲି କଦଳୀ, ନାଲି ଶିମ୍ୱ, ନାଲି କୋବି, ନାଲି ଆବୀର, ନାଲି ସିନ୍ଦୁର, ନାଲି ପିମ୍ପୁଡି, ନାଲି ଝାଉଁ, ନାଲି ଚେଙ୍ଗ (ମାଛ), ନାଲି ଚାନ୍ଦି (ମାଛ), ନାଲି କଇଁ, ନାଲି କୋଶଳା, ନାଲି ଆଳୁ, ନାଲି ପୁରୁଣୀ (ଶାଗ), ନାଲି କନ୍ଦମୁଳ, ନାଲି ମୁରୁଗା, ନାଲି ବଥୁଆ, ନାଲି କାଳି ଓ ନାଲ ଲୁଗା ଇତ୍ୟାଦି]