ବଧୂ
Appearance
ବଧୂ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବହ୍ ଧାତୁ= ବହନ କରିବା+ କର୍ତ୍ତୃ. କର୍ମ. ଊ)
- ୧. ମହିଳା; ନାରୀ —୧. Woman.
- ୨. ଭାର୍ଯ୍ୟା; ପତ୍ନୀ; ସ୍ତ୍ରୀ —୨. Wife.
- ୩. ସ୍ନୂଷା; ପୂତ୍ରବଧୂ; ବୋହୁ — ୩. Daughter-in-law.
- ୪. କୂଳବଧୂ; କୁଳସ୍ତ୍ରୀ — ୪. A housewife.
- ୫. ଭୂଆଷୁଣୀ; ନବୋଢ଼ା ସ୍ତ୍ରୀ — ୫. Newly married lady.
- ୬. ପୃକ୍କା ବା ପୀଡ଼ଙ୍ଗ ଶାଗ —୬. A kind of pot-herb. Trigonella Corniculata.
- ୭. ଶ୍ୟାମା ଲତା —୭. A plant; Echites Frutescenss.
- ୮. ଶାରିବା; ଅନନ୍ତ ମୂଳ —୮. A medicinal root; Escliipias Pseudasarsa.
- ୯. ଶଟୀ ବା ଆମ୍ୱ ଅଦା —୯. Zedoary; Curcuma Zerumbets.
ଧ୍ୱନି (ମାନକ ଓଡ଼ିଆ) (file)