୧ ଜାନୁଆରୀ
ଦେଖଣା
<< | ଜାନୁଆରୀ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | |||
୫ | ୬ | ୭ | ୮ | ୯ | ୧୦ | ୧୧ |
୧୨ | ୧୩ | ୧୪ | ୧୫ | ୧୬ | ୧୭ | ୧୮ |
୧୯ | ୨୦ | ୨୧ | ୨୨ | ୨୩ | ୨୪ | ୨୫ |
୨୬ | ୨୭ | ୨୮ | ୨୯ | ୩୦ | ୩୧ | |
୨୦୨୫ |
January 1 in recent years |
୨୦୨୫ (ବୁଧବାର) |
୨୦୨୪ (ସୋମବାର) |
୨୦୨୩ (ରବିବାର) |
୨୦୨୨ (ଶନିବାର) |
୨୦୨୧ (ଶୁକ୍ରବାର) |
୨୦୨୦ (ବୁଧବାର) |
୨୦୧୯ (ମଙ୍ଗଳବାର) |
୨୦୧୮ (ସୋମବାର) |
୨୦୧୭ (ରବିବାର) |
୨୦୧୬ (ଶୁକ୍ରବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧ ଜାନୁଆରୀ ବର୍ଷର ପ୍ରଥମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୬୪ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୬୫ ଦିନ ) ।
ଘଟଣାବଳୀ
[ସମ୍ପାଦନା]ଜନ୍ମ
[ସମ୍ପାଦନା]- ୧୮୮୫ – ଶଶି ଭୂଷଣ ରଥ, ପ୍ରଥମ ଦୈନିକ ଓଡ଼ିଆ ଖବରକାଗଜ 'ଦୈନିକଆଶା'ର ପ୍ରକାଶକ (ମୃତ୍ୟୁ: ୧୯ ମାର୍ଚ୍ଚ ୧୯୪୩)
- ୧୮୯୪ – ସତ୍ୟେନ୍ଦ୍ର ନାଥ ବୋଷ, ଭାରତୀୟ ପଦାର୍ଥ ବିଜ୍ଞାନୀ (ମୃତ୍ୟୁ : ୪ ଫେବୃଆରୀ ୧୯୭୪)
- ୧୯୧୪ – ନୁର ଇନାୟତ ଖାନ, ଭାରତୀୟ ମୂଳର ବ୍ରିଟିଶ ଗୁପ୍ତଚର ଥିଲେ (ମୃତ୍ୟୁ: ୧୩ ସେପ୍ଟେମ୍ବର ୧୯୪୪)
- ୧୯୧୬ – ଭୁବନେଶ୍ୱର ବେହେରା, ଶାରଳା ପୁରସ୍କାର ସମ୍ମାନିତ ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକ ଓ ବିଜ୍ଞାନ ଲେଖକ (ମୃତ୍ୟୁ: ୨୦୦୧)
- ୧୯୩୫ – ସୁଧାକର ସାହୁ, ଓଡ଼ିଶୀ ନୃତ୍ୟ ଗୁରୁ
- ୧୯୪୦ – ସାଧୁ ମେହେର, ଜୟଦେବ ପୁରସ୍କାର ସମ୍ମାନିତ ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ, ଲେଖକ ଓ ପ୍ରଯୋଜକ
- ୧୯୬୦ – ନବକିଶୋର ମିଶ୍ର, ଗୀତୀକାର, ସଙ୍ଗୀତ ନିର୍ଦ୍ଦେଶକ ଓ ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟଗୁରୁ
ମୃତ୍ୟୁ
[ସମ୍ପାଦନା]- ୨୦୦୯ – ଧୀରେନ୍ଦ୍ର ପଟ୍ଟନାୟକ, ଓଡ଼ିଶୀ ନୃତ୍ୟ ଗବେଷକ ଓ ଲେଖକ (ଜନ୍ମ: ୧ ଫେବୃଆରୀ ୧୯୩୩)
- ୨୦୧୩ – ବୈଷ୍ଣବ ଚରଣ ପଟ୍ଟନାୟକ, ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞ (ଜନ୍ମ: ୨୯ ଅପ୍ରେଲ ୧୯୧୪)
ପର୍ବପର୍ବାଣି
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୧ ଜାନୁଆରୀ
ବାବଦରେ ମାଧ୍ୟମ ରହିଛି ।