ସାଇକ୍ଲୋବେଞ୍ଜାପ୍ରିନ
Clinical data | |
---|---|
Trade names | Flexeril, others |
AHFS/Drugs.com | monograph |
MedlinePlus | a682514 |
Pregnancy category |
|
Routes of administration | By mouth |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 33–55%[୨][୩] |
Protein binding | 93% |
Metabolism | major: CYP3A4, CYP1A2; minor: CYP2D6, N-demethylation[୧] |
Metabolites | desmethrylcyclobenzaprine |
Elimination half-life | 32 hours (range 8–37 hours)[୪] |
Excretion | Kidney |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.005.588 |
Chemical and physical data | |
Formula | C20H21N |
Molar mass | 275.387 g/mol |
3D model (JSmol) | |
| |
| |
(verify) |
ସାଇକ୍ଲୋବେଞ୍ଜାପ୍ରିନ (ଇଂରାଜୀ ଭାଷାରେ Cyclobenzaprine, ଏକ ବିକ୍ରୟ ନାମ ଫ୍ଲେକ୍ସେରିଲ/ Flexerilଏକ ଯାହା ଯାହା ହଠାତ୍ ଆରମ୍ଭ ହେଉଥିବା ମାଂସପେଶୀ ସ୍ପାଜ୍ମ (muscle spasm) ବା ଅଙ୍ଗଗ୍ରହ ଚିକିତ୍ସା ନିମନ୍ତେ ଦିଆଯାଏ ।[୫] ଏହି ଔଷଧ ସେରେବ୍ରାଲ୍ ପାଲ୍ସି ରୋଗରେ କାମ କରେନାହିଁ ।[୫] ପାଟିରେ ଏହା ଦିଆଯାଏ ।[୫] ଅଳ୍ପ କିଛି ସପ୍ତାହରୁ ଅଧିକ ସମୟ ଏହା ଦିଆଯାଏନାହିଁ ।[୫]
ସାଇକ୍ଲୋବେଞ୍ଜାପ୍ରିନର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଥକ୍କା ଅନୁଭବ, ମୁଣ୍ଡ ଓଜନିଆ ଲାଗିବା ଓ ଶୁଷ୍କ ପାଟି ଆଦି ଲକ୍ଷଣ ଦେଖାଯାଏ ।[୫] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଅନିୟମିତ ହୃତ୍ସ୍ପନ୍ଦନ (irregular heart beat) ହୁଏ ।[୫] ଗର୍ଭାବସ୍ଥାରେ ଏହାର ଖରାପ ପ୍ରଭାବର ପ୍ରମାଣ ମିଳିନଥିଲେ ମଧ୍ୟ ଏହି ବିଷୟରେ ଅଧିକ ଅନୁଶୀଳନ ହୋଇନାହିଁ ।[୫] ଏହା ମାଓ ଇନହିବିଟର (MAO inhibitor) ସହିତ ଦିଆଯାଏନାହିଁ ।[୫] ଏହାର କାର୍ଯ୍ୟ ପ୍ରଣାଳୀ ଅସ୍ପଷ୍ଟ ଅଛି । [୫]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୭୭ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସାଇକ୍ଲୋବେଞ୍ଜାପ୍ରିନ ସ୍ୱୀକୃତ ହୋଇଥିଲା ।[୫] ଏହା ଜେନେରିକ ଔଷଧ (generic medication) ନାମରେ ମିଳେ ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଗୋଟିଏ ଡୋଜର ହୋଲସେଲ ମୂଲ୍ୟ ସନ ୨୦୧୮ରେ ୦.୦୫ ଡଲାରରୁ କମ୍ ଥିଲା ।[୬] ସନ ୨୦୧୬ରେ ୧୬ ନିୟୁତ ପ୍ରେସକ୍ରିପସନ ହୋଇ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ୪୬ତମ ସର୍ବାଧିକ ପ୍ରେସକ୍ରିପସନ ଔଷଧ ଭାବାର ଗଣାଯାଇଥିଲା ।[୭] ସଂଯୁକ୍ତ ରାଷ୍ଟ୍ରରେ ଏହା ସନ ୨୦୧୨ ସୁଦ୍ଧା ମିଳୁନଥିଲା । [୮]
ଆଧାର
[ସମ୍ପାଦନା]- ↑ Teva Pharmaceuticals USA, Inc (May 2016). "AMR40470 (Amrix) Prescribing Information" (PDF). Archived from the original (PDF) on 2016-12-22. Retrieved 2019-02-07.
- ↑ Micromedex® 2010 – DRUGDEX® Evaluations (Cyclobenzaprine Hydrochloride)
- ↑ "Cyclobenzaprine Hydrochloride Tablets USP Revised: April 2005 Rx only". nih.gov. Retrieved 1 October 2016.
- ↑ Teva Pharmaceuticals USA, Inc (May 2016). "AMR40470 (Amrix) Prescribing Information" (PDF). Archived from the original (PDF) on 2016-12-22. Retrieved 2019-02-07.
- ↑ ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ ୫.୧୦ "Cyclobenzaprine Monograph for Professionals". Drugs.com (in ଇଂରାଜୀ). AHFS. Retrieved 22 December 2018.
- ↑ "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
- ↑ "The Top 300 of 2019". clincalc.com. Retrieved 22 December 2018.
- ↑ "Fibromyalgia, psychiatric comorbidity, and the somatosensory cortex | British Journal of Medical Practitioners". www.bjmp.org. 5 (2): a522. 2012.