Jump to content

ସତ୍ୟେନ୍ଦ୍ରନାଥ ବୋଷ

ଉଇକିପିଡ଼ିଆ‌ରୁ
ସତ୍ୟେନ୍ଦ୍ରନାଥ ବୋଷ
সত্যেন্দ্রনাথ বসু
୧୯୨୫ରେ ସତ୍ୟେନ୍ଦ୍ର ନାଥ ବୋଷ
ଜନ୍ମ(1894-01-01)୧ ଜାନୁଆରୀ ୧୮୯୪
ମୃତ୍ୟୁ୪ ଫେବୃଆରୀ ୧୯୭୪(1974-02-04) (ବୟସ ୮୦)
କଲିକତା , ଭାରତ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନUniversity of Calcutta
ପ୍ରସିଦ୍ଧିBose–Einstein condensate
Bose–Einstein statistics
Bose gas
ପୁରସ୍କାରପଦ୍ମ ବିଭୂଷଣ
Fellow of the Royal Society
ବିଜ୍ଞାନୀ ଜୀବନ
କ୍ଷେତ୍ରପଦାର୍ଥ ବିଜ୍ଞାନ ଏବଂ ଗଣିତ
କର୍ମାନୁଷ୍ଠାନକଲିକତା ବିଶ୍ୱବିଦ୍ୟାଳୟ(University of Calcutta)

ପ୍ରଫେସର ସତ୍ୟେନ୍ଦ୍ରନାଥ ବୋଷ (ବଙ୍ଗଳା: সত্যেন্দ্রনাথ বসু ସତ୍ୟେନ୍ଦ୍ର ନାଥ ବୋଷ; ୧ ଜାନୁୟାରୀ ୧୮୯୪ – ୪ ଫେବୃୟାରି ୧୯୭୪) ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ଅଟନ୍ତି , ସେ ଗାଣିତିକ-ଭୌତିକ ଶସ୍ତ୍ରରେ ପାରଦର୍ଶୀ ଥିଲେ । ସେ ଇଂଲଣ୍ଡର ରୟାଲ ସୋସାଇଟୀର ଫେଲୋଶିପ (FRS) ପାଇଥିଲେ ।[] ତାଙ୍କ ଜନ୍ମ କଲିକତାରେ ହୋଇଥିଲା । ବିଂଶ ଶତାବ୍ଦୀ ପ୍ରଥମାର୍ଦ୍ଧରେ (୧୯୨୦) ସେ କ୍ୱାଣ୍ଟମ ମେକନିକ୍ସ (Quantum mechanics) ପାଇଁ ଜଣାଶୁଣା ଥିଲେ , ଯାହାକି ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନ ଓ ବୋଷ-ଆଇନଷ୍ଟାଇନ କ‌ନ୍‌ଡେ‌ନ୍‌ସେ‌ଟ୍‌ର ମୂଳ ତତ୍ତ୍ୱ ଥିଲା । ୧୯୫୪ରେ ସେ ଭାରତ ସରକାରଙ୍କଦ୍ୱାରା ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିଲେ ।[][] ତାଙ୍କ ନାଁ ଅନୁସାରେ ବୋଷନର ନାମକରଣ କରାଯାଇଥିଲା । [] ସତ୍ୟେନ୍ଦ୍ରନାଥ ବୋଷ ତାଙ୍କ ନାଁରେ ଭରତ ସରକାର ଡାକ ଟିକଟ ଛପିଥିଲେ । []

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ପୋଷ୍ଟାଲ ଷ୍ଟାମ୍ପ

ଗବେଷଣା

[ସମ୍ପାଦନା]

ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନ

[ସମ୍ପାଦନା]
ବୋଷ-ଆଇନଷ୍ଟାଇନ କଣ୍ଡେନସେଟର ଉପସ୍ଥିତି ସୂଚାଉଥିବା ପରୀକ୍ଷଣ

ସମ୍ମାନ

[ସମ୍ପାଦନା]

ପଦ୍ମ ବିଭୂଷଣ

ବାହାର ଲିଙ୍କ

[ସମ୍ପାଦନା]
  • S. N. Bose. "Plancks Gesetz und Lichtquantenhypothese", Zeitschrift für Physik 26:178-181 (1924). (The German translation of Bose's paper on Planck's law)
  • Abraham Pais. Subtle is the Lord...: The Science and Life of Albert Einstein. Oxford and New York: Oxford University Press, 1982. (pp. 423–434). ISBN 0-19-853907-X.
  • "Heat and thermodynamics" Saha and Srivasthava.
  • Lev Pitaevskii and Sandro Stringari. "Bose-Einstein Condensation". Clarendon Press, 2003, Oxford.