ତାଲିପାରାମ୍ବା
Appearance
Taliparamba (തളിപ്പറമ്പ) | |
---|---|
Town/Municipality/Taluk | |
Country | India |
State | Kerala |
District | Kannur |
Area | |
• ସମୁଦାୟ | 1,330.56 km2 (513.73 sq mi) |
Elevation | 56 m (184 ft) |
Population (2011)[୧] | |
• Total | ୭୨,୪୬୫ |
• Density | 54/km2 (140/sq mi) |
Languages | |
• Official | Malayalam, English |
Time zone | UTC+5:30 (IST) |
PIN | 670141 |
Telephone code | 0460 |
ଯାନବାହାନ ପଞ୍ଚୀକରଣ | KL 59 |
Website | www |
ତାଲିପାରାମ୍ବା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା କେରଳର କନ୍ନୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ତାଲିପାରାମ୍ବା ୧୨.୦୩୪୫ ଉତ୍ତର ଅକ୍ଷାଂଶ ଓ ୭୫.୩୬୧୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୧ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତାଲିପାରାମ୍ବା ସହରର ମୋଟ ଜନସଂଖ୍ୟା ୬୭୪୪୧ ଅଟେ ।[୩] ସେଥି ମଧ୍ୟରୁ ୪୮.୨୧% ଜଣ ପରୁଷ ହୋଇଥିବା ବେଳେ ୫୧.୭୯% ଜଣ ନାରୀ ଅଟନ୍ତି । ତାଲିପାରାମ୍ବାର ସାକ୍ଷରତା ହାର ୮୧.୬୮% ଅଟେ । ଏହା ଜାତୀୟ ହାରଠାରୁ -୧୬.୮୪% ପ୍ରତିଶତ କମ ଅଟେ । ସେଥିରୁ ୪୧.୧୦% ପ୍ରତିଶତ ପୁରୁଷ ଓ ୪୦.୫୮% ନାରୀ ଅଟନ୍ତି । ୧୧.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ମାଲୟଲାମ ତାଲିପାରାମ୍ବାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ http://www.censusindia.gov.in/pca/SearchDetails.aspx?Id=673734
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.