ଟ୍ରାଭୋପ୍ରୋଷ୍ଟ
Clinical data | |
---|---|
Trade names | Travatan, Izba, others |
AHFS/Drugs.com | monograph |
MedlinePlus | a602027 |
data |
|
Pregnancy category | |
Routes of administration | Topical (eye drops) |
Legal status | |
Legal status |
|
Pharmacokinetic data | |
Metabolism | Activation by ester hydrolysis, deactivation by beta oxidation, OH-oxidation, double bond reduction |
Onset of action | 2 hours |
Elimination half-life | 1.5 hours (in aqueous fluid) 45 minutes (terminal) |
Duration of action | ≥ 24 hours |
Excretion | Mainly via kidney |
Identifiers | |
| |
ECHA InfoCard | 100.207.141 |
Chemical and physical data | |
Formula | C26H35F3O6 |
Molar mass | ୫୦୦.୫୬ g·mol−1 |
3D model (JSmol) | |
| |
| |
(verify) |
ଟ୍ରାଭୋପ୍ରୋଷ୍ଟ, ଏକ ବ୍ୟବସାୟୀକ ନାମ ଟ୍ରାଭାଟାନ, ଏକ ଔଷଧ ଯାହା ଗ୍ଲକୋମା ସମେତ ଆଖି ମଧ୍ୟରେ ସୃଷ୍ଟି ହେଉଥିବା ଉଚ୍ଚ ଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୨] ନିର୍ଦ୍ଦିଷ୍ଟ ଭାବରେ ଏହା ଖୋଲା କୋଣ ଗ୍ଲକୋମା ପାଇଁ ବ୍ୟବହୃତ ହୁଏ ଯେତେବେଳେ ଅନ୍ୟ ଔଷଧ କାମ କରେନି | [୩] [୪] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ | [୪] ସାଧାରଣତ ୨ ଘଣ୍ଟା ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୁଏ | [୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାଲି ଆଖି, ଅସ୍ପଷ୍ଟ ଦୃଷ୍ଟି, ଆଖି ଯନ୍ତ୍ରଣା, ଶୁଖିଲା ଆଖି ଏବଂ ଆଖିର ରଙ୍ଗ ପରିବର୍ତ୍ତନ ହୋଇପାରେ | [୨] [୩] ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୋତିଆବିନ୍ଦୁ ହୋଇପାରେ | [୫] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ସାଧାରଣତଃ ଏହା ଦେବାକୁ ସୁପାରିଶ କରାଯାଏ ନାହିଁ | [୫] ଏହା ଏକ ପ୍ରୋଷ୍ଟାଗ୍ଲାଣ୍ଡିନ ଅନାଲଗ ଏବଂ ଆଖିରୁ ଅଧିକ ଜଳୀୟ ତରଳ ପଦାର୍ଥ ନିଷ୍କସନ କରି କାର୍ଯ୍ୟକ୍ଷମ ହୁଏ | [୪]
୨୦୦୧ ମସିହାରେ ଯୁକ୍ତରାଷ୍ଟ୍ରରେ ଟ୍ରାଭୋପ୍ରୋଷ୍ଟକୁ ଚିକିତ୍ସାରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା। [୨] ଏହା ଯୁକ୍ତରାଜ୍ୟରେ ଏକ ସାଧାରଣ ପ୍ରେସକ୍ରିପସନରେ ଉପଲବ୍ଧ | ଯୁକ୍ତରାଜ୍ୟରେ ୨.୫ ମିଲିଲିଟର ବୋତଲ ୨୦୧୯ ସୁଦ୍ଧା ଏନଏଚଏସକୁ ଏହାର ମୂଲ୍ୟ ବାବଦ ୭.୩୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼େ । [୩] [୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୧୭୭ ଡଲାର ଅଟେ। [୬] ୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୨୧୨ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୭] [୮]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Travoprost ophthalmic Use During Pregnancy". Drugs.com. 8 October 2019. Retrieved 16 May 2020.
- ↑ ୨.୦ ୨.୧ ୨.୨ "Travoprost Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 26 March 2019.
- ↑ ୩.୦ ୩.୧ ୩.୨ British national formulary : BNF 76 (76 ed.). Pharmaceutical Press. 2018. p. 1152. ISBN 9780857113382.
- ↑ ୪.୦ ୪.୧ ୪.୨ ୪.୩ "Travoprost Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 26 March 2019.
- ↑ ୫.୦ ୫.୧ ୫.୨ British national formulary : BNF 76 (76 ed.). Pharmaceutical Press. 2018. p. 1152. ISBN 9780857113382.
- ↑ "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2020". ClinCalc. Retrieved 11 April 2020.
- ↑ "Travoprost - Drug Usage Statistics". ClinCalc. Retrieved 11 April 2020.