ଢଣ ଢଣ ହୋଇ ବୁଲିବା
Appearance
ଢଣ ଢଣ ହୋଇ ବୁଲିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଢଣ ଢଣ ହୋଇ ବୁଲିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଦିନଯାକ ନ ଖାଇ ନ ପିଇ ଉଦ୍ଦେଶ୍ୟହୀନ ଭାବରେ ଚାରିଆଡ଼େ ବୁଲିବା —To wander about aimlessly and without food; to loaf about.