୨ୟ ଲୋକ ସଭା
ଦେଖଣା
୨ୟ ଲୋକ ସଭା ୧୯୫୭ ମସିହାରେ ଗଠିତ ହୋଇଥିଲା ।[୧] ଏହି ଲୋକ ୧୯୫୭ର ସାଧାରଣ ନିର୍ବାଚନ ପରେ ୫ ଅପ୍ରେଲ ୧୯୫୭ରୁ ଆରମ୍ଭ ହୋଇ ପାଞ୍ଚ ବର୍ଷ ପରେ ୩୧ ମାର୍ଚ୍ଚ ୧୯୬୨ରେ ଶେଷ ହୋଇଥିଲା । ୧୯୫୭ର ନିର୍ବାଚନ ପରେ ରାଜ୍ୟସଭାର ୧୫ ଜଣ ସଦସ୍ୟ ୨ୟ ଲୋସଭାକୁ ମନୋନୀତ ହୋଇଥିଲେ ।[୨]
ଗୁରୁତ୍ୱପୂର୍ଣ୍ଣ ସଦସ୍ୟ
[ସମ୍ପାଦନା]- ବାଚସ୍ପତି:
- ଏମ୍. ଅନନ୍ତଶୟନମ୍ ଅୟଙ୍ଗର ୮ ମାର୍ଚ୍ଚ ୧୯୫୬ - ୧୬ ଅପ୍ରେଲ ୧୯୬୨[୩]
- ଉପ ବାଚସ୍ପତି:
- ସରଦାର ହୁକୁମ ସିଂହ ୨୦ ମାର୍ଚ୍ଚ ୧୯୫୬ - ୩୧ ମାର୍ଚ୍ଚ ୧୯୬୨
- ମହା ସଚିବ:
- ଏମ୍. ଏନ୍. କୌଲ ୨୭ ଜୁଲାଇ ୧୯୪୭ - ୧ ସେପ୍ଟେମ୍ବର ୧୯୬୪
ଆଧାର
[ସମ୍ପାଦନା]- ↑ "Statistical Report on General Elections, 1957 to the Second Lok Sabha, (Vol. I)" (PDF). Election Commission of India. Archived from the original (PDF) on 20 March 2012. Retrieved 2014-05-27.
- ↑ "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.
- ↑ "Second Lok Sabha". Lok Sabha Secretariat, New Delhi. Archived from the original on 3 ଜୁଲାଇ 2011.
ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୨ୟ ଲୋକ ସଭା ସଭ୍ୟ
ବାବଦରେ ମାଧ୍ୟମ ରହିଛି ।