Jump to content

ରେଟିଫାନଲିମାବ

ଉଇକିପିଡ଼ିଆ‌ରୁ
୧୨:୧୬, ୨୫ ଡିସେମ୍ବର ୨୦୨୪ ବେଳେ Subas Chandra Rout (ଆଲୋଚନା | ଅବଦାନ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ରେଟିଫାନଲିମାବ
Monoclonal antibody
TypeWhole antibody
SourceHumanized
TargetProgrammed cell death protein 1 (PD-1)
Clinical data
Trade namesZynyz
SynonymsRetifanlimab-dlwr
data
Routes of
administration
Intravenous
Legal status
Legal status
Chemical and physical data
FormulaC6456H9934N1702O2032S46
Molar mass୧,୪୫,୩୮୧.୧୩ g·mol−1

ରେଟିଫାନଲିମାବ (ଇଂରାଜୀ ଭାଷାରେ Retifanlimab), ଜେନିଜ୍ ଏହାର ଏକ ବେପାର ନାମ, ଏକ ଔଷଧ ଯାହା ମର୍କେଲ ଜୀବକୋଷ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ବିଶେଷ ଭାବରେ ଏହା ଆଗେଇ ଯାଇଥିବା ରୋଗ ପାଇଁ ବ୍ୟବହୃତ ହୁଏ ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ମାଂସପେଶୀ ଯନ୍ତ୍ରଣା, ଗଲୁ, ତରଳ ଝାଡ଼ା, ଜ୍ୱର ଏବଂ ବାନ୍ତି ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହେପାଟାଇଟିସ୍, କୋଲାଇଟିସ୍, ନିମୋନାଇଟିସ ଏବଂ ଇନଫ୍ୟୁଜନ୍ ପ୍ରତିକ୍ରିୟା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ପ୍ରୋଗ୍ରାମ ହୋଇଥିବା ମୃତ୍ୟୁ ରିସେପ୍ଟର -୧କୁ (PD-1) ଅବରୋଧ କରିଥାଏ ।[]

୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ରେଟିଫାନଲିମାବ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୩ ସୁଦ୍ଧା ଏହାର ମାତ୍ରା ଔଷଧ ପିଛା ମୂଲ୍ୟ ପ୍ରାୟ ୧୫,୦୦୦ ଡଲାର୍ ଥିଲା ।[]

  1. "Archived copy" (PDF). Archived (PDF) from the original on 23 March 2023. Retrieved 23 March 2023.{{cite web}}: CS1 maint: archived copy as title (link)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "DailyMed - ZYNYZ- retifanlimab-dlwr injection". dailymed.nlm.nih.gov. Archived from the original on 1 July 2023. Retrieved 12 June 2023.
  3. "Zynyz Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 1 July 2023. Retrieved 12 June 2023.