ଗୌତମ ଗମ୍ଭୀର
ଦେଖଣା
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ | New Delhi, Delhi, India | ୧୪ ଅକ୍ଟୋବର ୧୯୮୧|||||||||||||||||||||||||||||||||||||||||||||||||||||||||||||||||
ଡାକ ନାମ | Gauti | |||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | 5 ft 6 in (1.68 m) | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Left-handed | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm leg break | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | Opening batsman | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 249) | 3 November 2004 v Australia | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | 17 December 2012 v England | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 149) | 11 April 2003 v Bangladesh | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 27 January 2013 v England | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟି୨୦ (cap 12) | 13 September 2007 v Scotland | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟି୨୦ | 28 December 2012 v Pakistan | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
1999/00–present | Delhi | |||||||||||||||||||||||||||||||||||||||||||||||||||||||||||||||||
2008–2010 | Delhi Daredevils | |||||||||||||||||||||||||||||||||||||||||||||||||||||||||||||||||
2011–present | Kolkata Knight Riders | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: Cricinfo, 13 March 2013 |
ଗୌତମ ଗମ୍ଭୀର(ଜନ୍ମ ୧୪ ଅକ୍ଟୋବର ୧୯୮୧) ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ । ସେ ହେଉଛନ୍ତି ବାମହାତି ବ୍ୟଟ୍ସମ୍ୟାନ । ଦିଲ୍ଲୀ ତରଫରୁ ସେ ଘରୋଇ କ୍ରିକେଟ ଖେଳନ୍ତି । ବର୍ତ୍ତମାନ ସେ କଲିକତା ନାଇଟ ରାଇଡ଼ର ଆଇପିଏଲ ଦଳର ଅଧିନାୟକ । ସେ ହେଉଛନ୍ତି ପ୍ରଥମ ଭାରତୀୟ ଏକ ମାତ୍ର ବ୍ୟଟ୍ସମ୍ୟାନ ଯିଏ କ୍ରମାଗତ ଭାବେ ୫ ଟି ଟେଷ୍ଟ ରେ ଶତକ ମାରିଥିଲେ ।
ବ୍ୟକ୍ତିଗତ ଜୀବନ
ଗମ୍ଭୀର ହେଉଛନ୍ତି ଦୀପକ ଗମ୍ଭୀର ଓ ସୀମା ଗମ୍ଭୀରଙ୍କ ସୁପୁତ୍ର । ଦଶମ ଶ୍ରେଣୀ ସେ ମଡନ ସ୍କୁଲ(ଦିଲ୍ଲୀ) ରୁ ପାସ କରିଥିଲେ । ଗମ୍ଭୀର ସଞ୍ଜୟ ଭାରଦ୍ଵାଜ ଙ୍କ ଠାରୁ କୋଚିଙ୍ଗ ନେଇଥିଲେ । ଅକ୍ଟୋବର ୨୦୧୧ରେ ସେ ନତାଶା ଜୈନଙ୍କୁ ବିବାହ କରିଥିଲେ ।