ୟୁସୁଫ ପଠାଣ
ୟୌସୁଫ ପଠାଣ (ଜନ୍ମ ୧୭ ନଭେମ୍ବର ୧୯୮୨) ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ। ୟୌସୁଫ ତାଙ୍କ ପ୍ରଥମ ରଣଜୀ ୨୦୦୧/୦୨ ରେ ଆରମ୍ଭ କରିଥିଲେ । ସେ ଜଣେ ଦକ୍ଷ ଓ ଦୁର୍ଦାନ୍ତ ଡାହାଣହାତି ବ୍ୟଟ୍ସମ୍ୟାନ ଓ ଡାହାଣହାତି ଅଫ ବ୍ରେକ ବୋଲର । ତାଙ୍କ ସାନ ଭାଇ ଇରଫାନ ପଠାଣ ମଧ୍ୟ ଜଣେ ଭାରତୀୟ କ୍ରିକେଟ ଦଳର ସଦସ୍ୟ ।
ବ୍ୟକ୍ତିଗତ ଜୀବନ
ୟୌସୁଫଙ୍କ ଜନ୍ମ ଗୁଜୁରାଟ ରେ ପଠାଣ ପରିବାର (ପଠାଣ ସମ୍ପ୍ରଦାୟ) ରେ ହୋଇଥିଲା ।[୧] ସେ ମୁମ୍ବାଇର ଜଣେ physiotherapist ଆଫ୍ରିନଙ୍କୁ ୨୭ ମାର୍ଚ ୨୦୧୩ରେ ବିବାହ କରିଥିଲେ । ତାଙ୍କର ୧୭ ଏପ୍ରିଲ ୨୦୧୪ ରେ ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା ।[୨]
କ୍ୟାରିୟର
୨୦୦୭ ରେ ଦେଓଧର ଟ୍ରଫି ରେ ଉନତ ପ୍ରଦର୍ଶନ ପରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା ଓ ସେ ତାଙ୍କ ପ୍ରଥମ ମ୍ୟାଚ twenty20 ବିଶ୍ଵକପ ଫାଇନାଲରେ(ଏପ୍ରିଲ ୨୦୦୭) ଖେଳିଥିଲେ ଓ ୧୫ ରନ କରିଥିଲେ । ଆଇପିଏଲରେ ଭଲ ପ୍ରଦର୍ଶନ କରିବା ଦ୍ଵାରା ତାଙ୍କୁ ଭାରତୀୟ ଦିନିକିଆ ଦଳରେ ସ୍ଥାନ ଦିଅ ଯାଇଥିଲା । ସେ ତାଙ୍କ ପ୍ରଥମ ଦିନିକିଆ ମ୍ୟାଚ ପାକିସ୍ତାନ ବିପକ୍ଷରେ ୧୦ ଜୁନ ୨୦୦୮ରେ ଖେଳିଥିଲେ । ସେ ୨୦୦୧୧ ବିଶ୍ଵକପରେ ସ୍ଥାନ ପାଇଥିଲେ । ୨୦୦୭ସେ ସେ ରାଜସ୍ଥାନ ରୟାଲ ଦଳ ତରଫରୁ ଆଇପିଏଲ ଖେଳିଥିଲେ ଓ ମୁମ୍ବାଇ ଇଣ୍ଡିଆନ ବିପକ୍ଷ ମ୍ୟାଚରେ ମାତ୍ର ୩୭ଟି ବଲ ଖେଳି ୧୦୦ ରନ କରି ରେକଡ ସୃଷ୍ଟି କରିଥିଲେ । ୨୦୧୧ ରେ ସେ କଲିକତା ନାଇଟ ରାଇଡ଼ର ତରଫରୁ ଆଇପିଏଲ ଖେଳିଥିଲେ ।
ପ୍ରଦର୍ଶନ
IPL Batting Statistics of Yusuf Pathan | ||||||||||
---|---|---|---|---|---|---|---|---|---|---|
Year | Team | Inns | Runs | HS | Ave | SR | 100 | 50 | 4s | 6s |
2008 | ରାଜସ୍ଥାନ ରୟାଲ[୩][୪][୫] | 15 | 435 | 68 | 31.07 | 179.01 | 0 | 4 | 43 | 25 |
2009 | 13 | 243 | 62* | 20.25 | 132.78 | 0 | 1 | 24 | 12 | |
2010 | 14 | 333 | 100 | 27.75 | 165.67 | 1 | 1 | 22 | 24 | |
2011 | କଲିକତା ନାଇଟ ରାଇଡ଼ର[୬][୭] | 11 | 283 | 47* | 28.30 | 140.79 | 0 | 0 | 24 | 13 |
2012 | 17 | 194 | 40* | 19.40 | 114.79 | 0 | 0 | 10 | 7 | |
2013 | 16 | 332 | 72 | 30.18 | 138.33 | 0 | 1 | 30 | 14 | |
2008-2013 Total[୮] | 91 | 1820 | 100 | 26.37 | 147.13 | 1 | 7 | 153 | 95 |
- ↑ Alikuzai, Hamid Wahed (October 2013). A Concise History of Afghanistan in 25 Volumes. Trafford Publishing. p. 607. ISBN 9781490714417.
Cricket is largely a legacy of British rule in Pakistan and India, and many Pashtuns have become prominent participants, such as Shahid Afridi, Imran Khan and Irfan Pathan.
{{cite book}}
:|access-date=
requires|url=
(help) - ↑ "I will dedicate an innings to my newborn son, says Yusuf Pathan". Mid-Day. 18 April 2014.
- ↑ "Indian Premier League, 2007/08 / Records / Most runs". Retrieved 20 May 2012.
- ↑ "Indian Premier League, 2009 / Records / Most runs". Retrieved 20 May 2012.
- ↑ "Indian Premier League, 2009/10 / Records / Most runs". Retrieved 20 May 2012.
- ↑ "Indian Premier League, 2011 / Records / Most runs". Retrieved 20 May 2012.
- ↑ "Indian Premier League, 2012 / Records / Most runs". Retrieved 31 May 2012.
- ↑ "Indian Premier League / Records / Most runs". Retrieved 20 May 2012.