Jump to content

ବିରେନ୍ ମିଶ୍ର

ଉଇକିପିଡ଼ିଆ‌ରୁ
୨୧:୦୨, ୩୦ ଅଗଷ୍ଟ ୨୦୧୫ ବେଳେ Subharajit Jena (ଆଲୋଚନା | ଅବଦାନ) ("ବିରେନ ମିଶ୍ର ଓଲିଉଡର ଜଣେ ଖଳନାୟକ ଅଟନ୍ତି । ପୂର୍ବର..." ନାଆଁରେ ପୃଷ୍ଠାଟିଏ ତିଆରିକଲେ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ବିରେନ ମିଶ୍ର ଓଲିଉଡର ଜଣେ ଖଳନାୟକ ଅଟନ୍ତି । ପୂର୍ବରୁ ବିରେନ ବିଶ୍ଵ ରଙ୍ଗ ମହଲା ରେ ଏକ ବର୍ଷ ଅଭିନୟ କରିସାରି ଯାତ୍ରା ରୁ ଗୋଟିଏ ବର୍ଷ ପାଇଁ ନିଜର ବ୍ୟକ୍ତି ଗତ ସମସ୍ୟା ପାଇଁ ବିରତି ନେଇଥିଲେ । ଓଲିଉଡ ଏହି ଖଳନାୟକ ଙ୍କୁ ଦେଖି ବାକୁ ମିଳୁଛି ଇଷ୍ଟର୍ନ ଅପେରା ରେ । ବିରେନ ପ୍ରଥମେ ମଞ୍ଚ ନାଟକ ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ।ପରେ ଡ଼ବିଙ୍ଗ ଆଟିଷ୍ଟ ଭାବେ କାମ ଆରମ୍ଭ କରିଥିଲେ। ଦୂରଦର୍ଶନର ମେଗା ଧାରା ବାହୀକ "କହୁଥିଲେ ସରିବନି" ରେ ତାଙ୍କ ପର କାଷ୍ଠା ଦେଖିବାକୁ ମିଳି ଥିଲା । ଅନ୍ୟ ଏକ ସିରିଏଲ "ମା" ରେ ପ୍ରିୟତମ ସନ୍ଦିବିଗ୍ରହ ରେ ବିରେନ ଙ୍କ ଦେଖିବା କୁ ମିଳିଥିଲା। ଏହା ସହିତ ଇ ଟିଭି ପ୍ରସାରିତ ମେଗା ଧାରା ବାହୀକକ "ଭାଗ୍ୟ ବିଧାଟା ,"ସମୟ ଚକ ରେ ସଂସାର ରଥ ",ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ "ସ୍ଵାଭିମାନ" ରେ ବିରେନ ଙ୍କ ଖଳନାୟକ ଭୂମିକା କୁ ଦର୍ଶକ ବେସ ପସନ୍ଦ କରିଛନ୍ତି। ଫକୁ ଭାଇ ନାମ ରେ ପରିଚିତ ବିରେନ ଭାଗ୍ୟ ଚକ୍ର ,ତୋ ପାଇଁ ନେବି ମୁ ସହେ ଜନମ,ଲେଖିଛି ନା ତୋର ,କେଉଁ ଦୁନିଆ ରୁ ଆସିଲ ବନ୍ଧୁ,ଛାତିରେ ଲେଖିଛି ନା ତୋର,ଶଶୁର ଘର ଜିନ୍ଦବାଦ , ମାତୃ ଶକ୍ତି, ଲେଖିଛି ନା ତୋର, ଓ ଆହୁରି ଅନେକ ଚଳଚିତ୍ର ରେ ନିଜର ଦକ୍ଷତା ଦେଖେଇ ସାରିଛନ୍ତି।ସଦ୍ୟ ମୁକ୍ତି ଳଵ କରିଥିବା ଚଳଚିତ୍ର "ପିଲାଟା ବିଗିଡି ଗଲା " ରେ ତାଙ୍କୁ ଦେଖିବାକୁ ମିଳିଛି ଏକ ହାସ୍ୟ ଖଳନାୟକ ଚରିତ୍ର ରେ । ଏହା ସହ ବିରେନ ଏକ ହିନ୍ଦୀ ଚଳଚିତ୍ର "ଆଦିଭୂମି" ରେ ଅଭିନୟ କରି ସମସ୍ତଙ୍କ ଦ୍ରୁଷ୍ଟ ଆକର୍ଷଣ କରିଛନ୍ତି।