"ନୀଳାଦ୍ରିବିହାର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
|||
୧୬ କ ଧାଡ଼ି: | ୧୬ କ ଧାଡ଼ି: | ||
== ଆଧାର == |
== ଆଧାର == |
||
{{clear}} |
|||
[[ଶ୍ରେଣୀ:ଭୁବନେଶ୍ଵର]] |
[[ଶ୍ରେଣୀ:ଭୁବନେଶ୍ଵର]] |
୧୭:୪୬, ୪ ମଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ
ନୀଳାଦ୍ରିବିହାର ହାଉସିଂ ବୋର୍ଡ କଲୋନୀଟି ଭୁବନେଶ୍ଵର ଚନ୍ଦ୍ରଶେଖରପୁର ରାଜସ୍ୱ ମୌଜା ଅଧୀନ ଏକ ଉପକଣ୍ଠ।[୧]
ଅବସ୍ଥିତି
ଏହି ଅଞ୍ଚଳଟି ଚନ୍ଦ୍ରଶେଖରପୁର ପେଟ୍ରୋଲ ଟାଙ୍କିଠାରୁ ଡମପଡା ଜଙ୍ଗଲ ପର୍ଯ୍ୟନ୍ତ ୨ ବର୍ଗ କିଲୋମିଟର ଜମିରେ ବ୍ୟାପୀ ରହିଥିବାବେଳେ ଏହିରେ ସେକ୍ଟର ୧ ଠାରୁ ୫ ପର୍ଯ୍ୟନ୍ତ ରହିଛି । ଏଥିରେ ଲୁମ୍ବିନୀ ବିହାର , ଆପୋଲୋ ବିହାର , ହାଉସିଂ ବୋର୍ଡ କଲୋନୀ , ଡିଫେନସ କଲୋନୀ ଆଦି ରହିଛି । ଏଠାରେ ୩୦୦୦ ଘର ରହିଥିବାବେଳେ ୨୬୦୦୦ ରୁ ଅଧିକ ଲୋକ ବସବାସ କରୁଛନ୍ତି । ଏହାର ଅନତି ଦୂରରେ ଡିଷ୍ଟ୍ରିଟ ସେଣ୍ଟର, ବିଡିଏ କଲୋନୀ, ଶୈଳେଶ୍ରୀବିହାର[୨] , ଡ଼ିଏଭି ସ୍କୁଲ,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର[୩], ସରକାରୀ ପ୍ରାଥମିକ ବିଦ୍ୟାଳୟ, ସରକାରୀ ପ୍ରାଥମିକ ସ୍ଵାସ୍ଥ କେନ୍ଦ୍ର, ବୁଦ୍ଧ ଜୟନ୍ତୀ ପାର୍କ[୪] , ବୁଦ୍ଧ ଆର୍ଟ ଗ୍ୟାଲେରୀ , ମଧ୍ୟ ଭାଗରେ ଇଶାନେଶ୍ଵର ଶିବ ମନ୍ଦିର, ଆର୍ମି ୱେଲଫେୟାର ଆସୋସିଏସନ , ପଦ୍ମପାଣି ବିହାର ଆଦି ରହିଛି ।[୫]
ଇତିହାସ
୧୯୯୧ ମସିହାରେ ଏହି କଲୋନୀର ଶୁଭାରମ୍ଭ ହୋଇଥିଲା । ବିଡ଼ିଏ ଗୃହ ନିର୍ମାଣ କରି ପ୍ରଥମରେ ୫୦୦, ଦ୍ଵିତୀୟରେ ୫୦୦ ଓ ତୃତୀୟରେ ୯୦୦ ଗୃହ ଯୋଗାଇ ଦେଇଥିଲା । ୧୯୦୦ ପରିବାର ରହୁଥିବା ବେଳେ ଧୀରେ ଧୀରେ ପରିବାର ସଂଖ୍ୟା ବୃଦ୍ଧି ପାଇଛି । ପ୍ରଥମରୁ ମାତ୍ର ୫୦୦ ଲୋକ ରହୁଥିବା ବେଳେ ଏବେ ତାହା ୨୬୦୦୦ରେ ପହଞ୍ଚି ଗଲାଣି ।
ପର୍ବପର୍ବାଣି ଓ ସାଂସ୍କୃତିକ କାର୍ଯ୍ୟକାମ
ଏଠାରେ ଅନେକ ପର୍ବ ପର୍ବାଣି ପାଳନ କରାଯାଏ । ଗଣେଶ ପୂଜା, ଦୂର୍ଗା ପୂଜା[୬], କାର୍ତିକେଶ୍ଵର ପୂଜା,ଜନ୍ମାଷ୍ଟମୀ, ଦୋଳ ପୁର୍ଣିମା, ଜାଗର, ଅଗ୍ନି ପୁର୍ଣିମା ଓ ଗଜଲକ୍ଷ୍ମୀ ପୂଜା ଆଦି ବଡ ଧୁମଧାମରେ ପାଳନ କରାଯାଏ । [୭]
ଆଧାର
- ↑ India. Ministry of Tribal Affairs (2006). Annual Report. Government of India, Ministry of Tribal Affairs.
- ↑ http://www.telegraphindia.com/1151007/jsp/odisha/story_46544.jsp#.VnkSG08wDSg
- ↑ http://www.ssvmniladrivihar.co.in/
- ↑ http://www.telegraphindia.com/1150819/jsp/odisha/story_37865.jsp#.VnkR2U8wDSg
- ↑ http://www.dailypioneer.com/state-editions/bhubaneswar/niladri-vihar-youth-body-holds-plantation-drive.html
- ↑ http://www.orissadiary.com/CurrentNews.asp?id=18697
- ↑ ସମାଜ ୨୯ ଅକ୍ଟୋବର ୨୦୧୫ ଭୁବନେଶ୍ଵର ସଂସ୍କରଣ