Jump to content

"ୟୁସୁଫ ପଠାଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟିକେ added Category:କ୍ରିକେଟ using HotCat
୧୫୧ କ ଧାଡ଼ି: ୧୫୧ କ ଧାଡ଼ି:
== ଆଧାର ==
== ଆଧାର ==
{{ଆଧାର}}
{{ଆଧାର}}

[[ଶ୍ରେଣୀ:କ୍ରିକେଟ]]

୧୦:୦୨, ୨୬ ସେପ୍ଟେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ

ୟୁସୁଫ ପଠାଣ
ବ୍ୟକ୍ତିଗତ ତଥ୍ୟ
ନାମୟୁସୁଫ ଖାନ ପଠାଣ
ଜନ୍ମଛାଞ୍ଚ:ଜନ୍ମ ତାରିଖ ଓ ବୟସ
ବରୋଦା, ଗୁଜୁରାଟ, ଭାରତ
ଉଚ୍ଚତା1.88 m (6 ft 2 in)
ବ୍ୟାଟିଂ ପ୍ରକାରଡାହାଣହାତି
ବୋଲିଂ ପ୍ରକାରRight arm off break
ଭୂମିକାAll-rounder
ସମ୍ପର୍କୀୟIrfan Pathan (half-brother)
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଦିନିକିଆ (cap 172)10 June 2008 2008 v ପାକିସ୍ତାନ
ଶେଷ ଦିନିକିଆ18 March 2012 v Pakistan
ଦିନିକିଆ ଜାମା ନମ୍ବର28
ପ୍ରଥମ ଟି୨୦ (cap 18)22 September 2007 v Australia
ଶେଷ ଟି୨୦30 March 2012 v South Africa
ଟି୨୦ ଜାମା ନମ୍ବର28
ଘରୋଇ ଦଳ ତଥ୍ୟ
YearsTeam
2001/02–presentBaroda
2008–2010Rajasthan Royals
2011–presentKolkata Knight Riders
Career statistics
ପ୍ରତିଯୋଗିତା ODIs FC List A T20I
ମ୍ୟାଚ ସଂଖ୍ୟା 57 52 134 22
ମୋଟ ରନ 810 2,855 2,979 236
ବ୍ୟାଟିଂ ହାର 27.00 39.65 33.10 18.15
ଶତକ/ଅର୍ଦ୍ଧଶତକ 2/3 7/12 7/13 0/0
ସର୍ବାଧିକ ରନ 123* 210* 148 37*
ବଲ ସଂଖ୍ୟା 1,490 8,529 4,471 305
ଉଇକେଟ 33 124 94 13
ବୋଲିଂ ହାର 41.36 31.49 40.10 33.69
ଇନିଙ୍ଗସରେ ୫ଟି ଉଇକେଟ 0 10 2 0
ମ୍ୟାଚରେ ୧୦ଟି ଉଇକେଟ n/a 2 n/a n/a
ସବୁଠୁ ଭଲ ବୋଲିଂ 3/49 6/47 5/52 2/22
କ୍ୟାଚ/ଷ୍ଟମ୍ପିଙ୍ଗ 17/– 53/– 52/– 9/–
Source: ESPNCricinfo, 6 January 2013

ୟୁସୁଫ ପଠାଣ (ଜନ୍ମ ୧୭ ନଭେମ୍ବର ୧୯୮୨) ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ। ୟୁସୁଫ ତାଙ୍କ ପ୍ରଥମ ରଣଜୀ ୨୦୦୧/୦୨ ରେ ଆରମ୍ଭ କରିଥିଲେ । ସେ ଜଣେ ଦକ୍ଷ ଓ ଦୁର୍ଦାନ୍ତ ଡାହାଣହାତି ବ୍ୟଟ୍ସମ୍ୟାନ ଓ ଡାହାଣହାତି ଅଫ ବ୍ରେକ ବୋଲର । ତାଙ୍କ ସାନ ଭାଇ ଇରଫାନ ପଠାଣ ମଧ୍ୟ ଜଣେ ଭାରତୀୟ କ୍ରିକେଟ ଦଳର ସଦସ୍ୟ ।

ବ୍ୟକ୍ତିଗତ ଜୀବନ

ୟୁସୁଫ ଜନ୍ମ ଗୁଜୁରାଟ ରେ ପଠାଣ ପରିବାର (ପଠାଣ ସମ୍ପ୍ରଦାୟ) ରେ ହୋଇଥିଲା ।[] ସେ ମୁମ୍ବାଇର ଜଣେ physiotherapist ଆଫ୍ରିନଙ୍କୁ ୨୭ ମାର୍ଚ ୨୦୧୩ରେ ବିବାହ କରିଥିଲେ । ତାଙ୍କର ୧୭ ଏପ୍ରିଲ ୨୦୧୪ ରେ ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା ।[]

କ୍ୟାରିୟର

୨୦୦୭ ରେ ଦେଓଧର ଟ୍ରଫି ରେ ଉନତ ପ୍ରଦର୍ଶନ ପରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା ଓ ସେ ତାଙ୍କ ପ୍ରଥମ ମ୍ୟାଚ twenty20 ବିଶ୍ଵକପ ଫାଇନାଲରେ(ଏପ୍ରିଲ ୨୦୦୭) ଖେଳିଥିଲେ ଓ ୧୫ ରନ କରିଥିଲେ । ଆଇପିଏଲରେ ଭଲ ପ୍ରଦର୍ଶନ କରିବା ଦ୍ଵାରା ତାଙ୍କୁ ଭାରତୀୟ ଦିନିକିଆ ଦଳରେ ସ୍ଥାନ ଦିଅ ଯାଇଥିଲା । ସେ ତାଙ୍କ ପ୍ରଥମ ଦିନିକିଆ ମ୍ୟାଚ ପାକିସ୍ତାନ ବିପକ୍ଷରେ ୧୦ ଜୁନ ୨୦୦୮ରେ ଖେଳିଥିଲେ । ସେ ୨୦୦୧୧ ବିଶ୍ଵକପରେ ସ୍ଥାନ ପାଇଥିଲେ । ୨୦୦୭ସେ ସେ ରାଜସ୍ଥାନ ରୟାଲ ଦଳ ତରଫରୁ ଆଇପିଏଲ ଖେଳିଥିଲେ ଓ ମୁମ୍ବାଇ ଇଣ୍ଡିଆନ ବିପକ୍ଷ ମ୍ୟାଚରେ ମାତ୍ର ୩୭ଟି ବଲ ଖେଳି ୧୦୦ ରନ କରି ରେକଡ ସୃଷ୍ଟି କରିଥିଲେ । ୨୦୧୧ ରେ ସେ କଲିକତା ନାଇଟ ରାଇଡ଼ର ତରଫରୁ ଆଇପିଏଲ ଖେଳିଥିଲେ ।

ପ୍ରଦର୍ଶନ

ଆଇପିଏଲରେ ୟୁସୁଫଙ୍କ ପ୍ରଦର୍ଶନ
ବର୍ଷ ଦଳ ଇନିନ୍ସ ରନ ସର୍ବାଧିକ ଆଭେରଜ ସ୍ଟ୍ରାଇକ ରେଟ ୧୦୦ ୫୦ ଚଉକା ଛକା
୨୦୦୮ ରାଜସ୍ଥାନ ରୟାଲ[][][] ୧୫ ୪୩୫ ୬୮ ୩୧.୦୭ ୧୭୯.୦୧ ୪୩ ୨୫
୨୦୦୯ ୧୩ ୨୪୩ ୬୨* ୨୦.୨୫ ୧୩୨.୭୮ ୨୪ ୧୨
୨୦୧୦ ୧୪ ୩୩୩ ୧୦୦ ୨୭.୭୫ ୧୬୫.୬୭ ୨୨ ୨୪
୨୦୧୧ କଲିକତା ନାଇଟ ରାଇଡ଼ର[][] ୧୧ ୨୮୩ ୪୭* ୨୮.୩୦ ୧୪୦.୭୯ ୨୪ ୧୩
୨୦୧୨ ୧୭ ୧୯୪ ୪୦* ୧୯.୪୦ ୧୧୪.୭୯ ୧୦
୨୦୧୩ ୧୬ ୩୩୨ ୭୨ ୩୦.୧୮ ୧୩୮.୩୩ ୩୦ ୧୪
2008-2013 Total[] ୯୧ ୧୮୨୦ ୧୦୦ ୨୬.୩୭ ୧୪୭.୧୩ ୧୫୩ ୯୫
ୟୁସୁଫଙ୍କ ଦିନିକିଆ ଶତକ
# ରନ ବଲ ଚଉକା ଛକା ବିରୋଧୀ ଦଳ ସହର/ଦେଶ ସ୍ଥାନ ବର୍ଷ
୧୨୩* ୯୬  New Zealand India Bangalore, India M. Chinnaswamy Stadium ୨୦୧୦
2 ୧୦୫ ୭୦  South Africa South Africa Centurion, South Africa SuperSport Park ୨୦୧୧

ଆଧାର

  1. Alikuzai, Hamid Wahed (October 2013). A Concise History of Afghanistan in 25 Volumes. Trafford Publishing. p. 607. ISBN 9781490714417. Cricket is largely a legacy of British rule in Pakistan and India, and many Pashtuns have become prominent participants, such as Shahid Afridi, Imran Khan and Irfan Pathan. {{cite book}}: |access-date= requires |url= (help)
  2. "I will dedicate an innings to my newborn son, says Yusuf Pathan". Mid-Day. 18 April 2014.
  3. "Indian Premier League, 2007/08 / Records / Most runs". Retrieved 20 May 2012.
  4. "Indian Premier League, 2009 / Records / Most runs". Retrieved 20 May 2012.
  5. "Indian Premier League, 2009/10 / Records / Most runs". Retrieved 20 May 2012.
  6. "Indian Premier League, 2011 / Records / Most runs". Retrieved 20 May 2012.
  7. "Indian Premier League, 2012 / Records / Most runs". Retrieved 31 May 2012.
  8. "Indian Premier League / Records / Most runs". Retrieved 20 May 2012.